Author name: ajayamantri-2000

Poems

ଅଭିଶପ୍ତ

ନିଶବ୍ଦ ଅନ୍ଧାର ରାତିକୁ ମାଗିଲି, ଆଲୋକରେ ଭରା ଜହ୍ନଟିଏ ମୃଦୁ ପବନର ଆଲିଙ୍ଗନ ସାଥେ, ଶାନ୍ତ ଶୀତଳ ମନଟିଏ କହିଲା ରାତି, ମୋ ପାଖେ ବସି ମତେ କି ଭାବିଲୁ ପରି ରାଇଜର ପରିଟିଏ —- (୧) ବର୍ଷାକୁ କହିଲି ଭିଜେଇଦେ […]

Poems

ତୁ ଫେରି ଯାଆନା

ସ୍ନେହ କଷ୍ଟ ଯାତନା ପ୍ରକୃତି ର ବିଡ଼ମ୍ବନା ନିଦାଘ ଜୀବନ ପଥେ ଲୋତକର ମୁର୍ଛନା ଅବାଞ୍ଛିତ ପ୍ରେମ ପ୍ରଣୟର ଉଷ୍ମତା ରେ ସମୟ କୁହେ ନା ନା ତୁ ଫେରି ଯାଆନା —-(୧) ସମ୍ପର୍କର ଅଭିସାରେ ମନ ହୁଏ ବିମନା ଅଭିମାନ

Poems

କବିର ଆତ୍ମକଥା

କବିତା ର କବି ଗଳ୍ପର ଗାଳ୍ପିକ, ଅବା କେଉଁ ପ୍ରବନ୍ଧର ଲେଖକ, ସେମିତିରେ କିଛି ଲେଖନ୍ତି ନାହିଁ; ପ୍ରତି ରଚନାରେ ଭରି ରହିଥାଏ, କିଛିଟା ମୂହୁର୍ତ୍ତ ନିଜ ଜୀବନର, ଯାହା କେବେ କେହି ଦେଖନ୍ତି ନାହିଁ। ସଭିଏଁ ପଢ଼ନ୍ତି ନା ନା

Poems

ମୁଠାଏ ସ୍ୱପ୍ନ

ହାତ ପାପୁଲିରେ ସାଉଁଟି ଥିଲି ମୁଁ ମୁଠାଏ ସ୍ୱପ୍ନ…. ଦିବସ ରଜନୀ ଏକା କରି, ଗଢୁଥିଲି ନିତି ଥିରି ଥିରି, ବୟସର ପଥେ ସମୟ ତା ଗତି ଫେରେ; କୋମଳ ରାସ୍ତାରେ ବିକ୍ଷିପ୍ତ କଣ୍ଟକ ଦେଲା ଭରି….(୧) ଭୁଲିଯାଇଥିଲି ଅଜଣା ରାଇଜେ

Scroll to Top