ବାଉତୀ ବିଦ୍ୟାପୀଠ
ପଚାଶ ବସନ୍ତ କାଳସ୍ରୋତେ ଅନ୍ତ ମା ବାଉତୀ ବିଦ୍ୟାପୀଠ, ଉଭା ହୋଇ ଶୋଭା ଦିଶେ ମନଲୋଭା ଅତୀତ ଗାତ୍ର କନିଷ୍ଠ (୧) ଉଣେଇଶ ପଞ୍ଚ – ସ୍ତରୀ ମସିହାରେ ଭିନ୍ନ ଥିଲା ଏହା ରୂପ ଚୂତବନ ଘନ ସରୀସୃପ […]
ପଚାଶ ବସନ୍ତ କାଳସ୍ରୋତେ ଅନ୍ତ ମା ବାଉତୀ ବିଦ୍ୟାପୀଠ, ଉଭା ହୋଇ ଶୋଭା ଦିଶେ ମନଲୋଭା ଅତୀତ ଗାତ୍ର କନିଷ୍ଠ (୧) ଉଣେଇଶ ପଞ୍ଚ – ସ୍ତରୀ ମସିହାରେ ଭିନ୍ନ ଥିଲା ଏହା ରୂପ ଚୂତବନ ଘନ ସରୀସୃପ […]
ହେ ମୋର କର୍ମ ଭୂମି ପ୍ରିୟ ଏକଡାଳ ଅବିରତେ ବନ୍ଦେ ତୋର ଚରଣ କମଳ ତୋ ଚାରୁଚରଣ ଧୁଏ ଚିତ୍ରୋତ୍ପଳା ଜଳ ସବୁଜ ବନାନୀ କୁଞ୍ଜ ଆମ୍ରତୋଟାମାଳ କଳକଳ ନିନାଦିନୀ ମହାନଦୀ କୁଳ ସବୁଜ କେଦାର କ୍ଷେତ ମଞ୍ଜୁଳ ବଞ୍ଜୁଳ ଚଳ
ସାହିତ୍ୟିକ ପରିଭାଷାରେ ବିଜ୍ଞାନ କହିଲେ ଦୁଇଟି ଅର୍ଥ କୁ ବୁଝାଏ । ପ୍ରଥମ ଟି ହେଲା “ବହୁତ ଜ୍ଞାନ = ବିଜ୍ଞାନ” ଏବଂ ଦ୍ଵିତୀୟଟି ହେଲା “ବିହିତ ଜ୍ଞାନ = ବିଜ୍ଞାନ”। ପ୍ରଥମ ଉକ୍ତି କୁ ବୁଝିବାକୁ କହିଲେ ଯେଉଁ ଜ୍ଞାନ
ସମସ୍ତଙ୍କୁ ହୁଏତ ଟିକିଏ ଅଡୁଆ ଲାଗୁଥିବ ଯେ ଏମିତି ଏକ ଅଣ ଓଡ଼ିଆ ଶବ୍ଦରେ ଲେଖାଟିଏ ଆରମ୍ଭ କାହିଁକି ? ଶବ୍ଦଟିର ଭାଷା ପ୍ରତି ଧ୍ୟାନ ନ ଦେଇ ତା’ର ଭାବ ଗ୍ରହଣ କରିବା ହେଉ । ଆପଣ ମାନେ ତାକୁ
ମୁ ନବମ ଶ୍ରେଣୀରେ ପଢୁଥାଏ । ଆମର ଷାଣ୍ମାସିକ ପରୀକ୍ଷା ସରି ଯାଇଥାଏ । ସେ ସମୟରେ ପରୀକ୍ଷା ସରିଗଲେ ସାର ମାନେ ତାଙ୍କର ପିରିୟଡ଼ରେ ନିଜ ନିଜ ବିଷୟର ଖାତା ଦେଖାନ୍ତି । ଆମେ ଆମର ପରୀକ୍ଷାରେ ରଖିଥିବା ମାର୍କକୁ
କାଳବୈଶାଖୀର ଅଶାନ୍ତ ତାଡନାରେ ଆଜି ରସାଳ ଦ୍ରୁମ ତଳିତଳାନ୍ତ । ସବୁଜ ଗାଲିଚା ଉପରେ ଶୁଖିଲା ପତ୍ରର ଶେଯ ପରି ଶୋଇ ଯାଇଛି ଆଜି ସେଇ ଅର୍ଦ୍ଧ ଦଗ୍ଧ ବୃକ୍ଷରାଜି । ଦୂର ଦିଗବଳୟ ରୁ ଲହରେଇ ଆସୁଛି ପ୍ରଚଣ୍ଡ ଉତ୍ତପ୍ତ
ଅତୀତର ଏକ ନିର୍ଦ୍ଧିଷ୍ଟ କାଳଖଣ୍ଡରେ କୌଣସି କ୍ଷେତ୍ରର ଘଟଣାବଳୀକୁ ଇତିହାସ କୁହାଯାଏ I ଇତିହାସ ଅଧ୍ୟୟନ ଦ୍ୱାରା ଆମ ଜୀବନ ଶୈଳୀ, ଶିକ୍ଷା, ସମାଜ, ସଂସ୍କୃତ, ଆଧ୍ୟାତ୍ମିକ ଚେତନାର ଉତ୍ଥାନ ପତନ ଦିଗକୁ ଅନୁଶୀଳନ କରିବା ଏବଂ ତହିଁରୁ ଲବ୍ଧ ଜ୍ଞାନକୁ
“ବର୍ଷାଣା॰ ଭାରତ ଶ୍ରେଷ୍ଠ ଦେଶାନା॰ ଉତ୍କଳଶୃତଃ, ଉତ୍କଳସ୍ୟ ସମୋ ଦେଶ, ଦେଶ ନାସ୍ତି ମହିତଳେ” ଭାରତ ବର୍ଷ ଭଳି ଏକ ପ୍ରଦେଶ ଯାହାକି ପ୍ରଥିବୀର ଏକ ଶ୍ରେଷ୍ଠ ଦେଶ ରୂପେ ପରିଗଣିତ, ତା’ର ଶିକ୍ଷା ବ୍ୟବସ୍ଥା ମଧ୍ୟ ନିଶ୍ଚିତ ରୂପେ
ପ୍ରତ୍ୟେକ ସାର୍ବଭୌମ ଦେଶର ଶାସନ ପରିଚାଳନା ପାଇଁ ନିଶ୍ଚିତ ଏକ ସମ୍ବିଧାନ ଆବଶ୍ୟକ । ଆମେ ଭାରତୀୟ ବିଶ୍ଵର ସର୍ବବୃହତ ଲିଖିତ ସମ୍ବିଧାନରଶାସିତ ନାଗରିକ ଅଟୁ । ଜନସଂଖ୍ୟାରେ ସର୍ବବୃହତ ସଂସ୍କୃତି, ପରମ୍ପରା, ଧର୍ମ, ଶିକ୍ଷା ହଜାର ହଜାର ବର୍ଷର ପୁରାତନ